Take a fresh look at your lifestyle.

ସୁନା ଦୋକାନରୁ ଦିନ ଦ୍ବିପହରେ ଲୁଟ୍‌, ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା

137

ସମ୍ବଲପୁର : ସୁନା ଦୋକାନରୁ ଦିନ ଦ୍ବିପହରେ ହୋଇଛି ଲୁଟ୍‌। ବନ୍ଧୁକ ମୁନରେ ଲୁଟ କରିଛନ୍ତି ଦୁବୃତ୍ତ । ସମ୍ବଲପୁର ସଦର ଥାନା ଅଞ୍ଚଳର ମାନେଶ୍ବର ମାନଧାତା ବାବା ଜୁଏଲାରୀରୁ ଲୁଟ ହୋଇଛି।  ୬ ରୁ ୭ ଜଣ ସଶସ୍ତ୍ର ଡକାୟତ ମୁଖା ପିନ୍ଧି ଦୋକାନ ଭିତରକୁ ପଶିବା ପରେ ବନ୍ଧୁକ ଦେଖାଇ ଲୁଟ୍‌ କରିଛନ୍ତି।

Leave A Reply

Your email address will not be published.