ସମ୍ବଲପୁର : ସୁନା ଦୋକାନରୁ ଦିନ ଦ୍ବିପହରେ ହୋଇଛି ଲୁଟ୍। ବନ୍ଧୁକ ମୁନରେ ଲୁଟ କରିଛନ୍ତି ଦୁବୃତ୍ତ । ସମ୍ବଲପୁର ସଦର ଥାନା ଅଞ୍ଚଳର ମାନେଶ୍ବର ମାନଧାତା ବାବା ଜୁଏଲାରୀରୁ ଲୁଟ ହୋଇଛି। ୬ ରୁ ୭ ଜଣ ସଶସ୍ତ୍ର ଡକାୟତ ମୁଖା ପିନ୍ଧି ଦୋକାନ ଭିତରକୁ ପଶିବା ପରେ ବନ୍ଧୁକ ଦେଖାଇ ଲୁଟ୍ କରିଛନ୍ତି।