ଦଶହରା ପୂର୍ବରୁ ବଢ଼ିବ କେନ୍ଦ୍ର କର୍ମଚାରୀଙ୍କ ଡିଏ ଓ ଡିଆର୍ !
ନୂଆଦିଲ୍ଲୀ: ପାର୍ବଣ ଋତୁର ଆରମ୍ଭ ସହ କେନ୍ଦ୍ର କର୍ମଚାରୀଙ୍କୁ ମିଳିବାକୁ ଯାଉଛି ଭଲ ଖବର। ଦଶହରା ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିବାକୁ ଯାଉଛି ବର୍ଦ୍ଧିତ ମହଙ୍ଗା ଭତ୍ତା (ଡିଏ) ଏବଂ ମହଙ୍ଗା ଆଶ୍ବସ୍ତି।
ତେବେ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୭ ତାରିଖରେ କେନ୍ଦ୍ର…